Public App Logo
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh
Cricket

ନୂଆପଡା: ଆସନ୍ତା କାଲି ରବିବାର ଦିନ 33 KV ଲାଇନ ର ମରାମତି କାର୍ଯ୍ୟ ନିମନ୍ତେ ନୂଆପଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ

Nuapada, Nuapada | Sep 13, 2025
ଆସନ୍ତା କାଲି ୧୪ ତାରିଖ ରବିବାର ଦିନ 33 KV ଲାଇନ ର ମରାମତି କାର୍ଯ୍ୟ ନିମନ୍ତେ ନୂଆପଡା ସହର ଓ ଏହାର ଆଖପାଖ ଅଞ୍ଚଳ ରେ ସକାଳ ୯ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ ବୋଲି tpwodl ପକ୍ଷରୁ ସୂଚନା ଦିଆ ଯାଇଛି।