Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
बिहार
बारिश
India
कांग्रेस
भाजपा
Accident
Congress
Modi
Delhi
Viral
Up
Bollywood
Breakingnews
Madhya_pradesh
Madhyapradesh
Pmmodi
Rahulgandhi
Biharfloods
Chhattisgarh
Uttarpradesh
Haryana
Cricket
adarshnewslive
#୨୦୩_କେଜି_ଗଞ୍ଜେଇ_ଜବତ ମାଲକାନଗିରି ଥାନା ଅଧୀନସ୍ଥ ଝାଟିଗୁଡ଼ା ଗ୍ରାମର ପଶ୍ଚିମ ପାର୍ଶ୍ୱ ଜଙ୍ଗଲ ଅଞ୍ଚଳରେ ମାଲକାନଗିରି ଅବକାରୀ ଥାନା ପକ୍ଷରୁ ଏକ ବିଶେଷ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଏକ ବୁଦା ନିକଟରୁ ୮ଟି ଜରି ବ୍ୟାଗରେ ଥିବା ସମୁଦାୟ ୨୦୩ କେଜି (୨ କୁଇଣ୍ଟାଲ ୩ କେଜି) ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ୩୦ ହଜାର ଟଙ୍କା ବୋଲି ଆକଳନ କରାଯାଇଛି।
Malkangiri, Malkangiri
| Aug 31, 2026
#୨୦୩_କେଜି_ଗଞ୍ଜେଇ_ଜବତ
MORE NEWS
ଜୟପୁର ଟାଉନ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ | ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ୮ ଟି ବାଇକ ଜବତ ହୋଇଥିବା ବେଳେ, ଅନ୍ୟ ଏକ ମାମଲାରେ ଛୁରୀ ଓ ନଗଦ ୫୦୦ ଟଙ୍କା ଜବତ ହୋଇଛି #
Malkangiri, Malkangiri | Aug 31, 2026
Malkangiri, Malkangiri | Aug 31, 2026
ମାଥିଲି ସିଡିପିଓ ଅଫିସରେ ‘ବାବୁଆଣି’ ଶାସନ! ଅଙ୍ଗନବାଡ଼ି କର୍ମୀ ରାଧାମଣି ନାୟକଙ୍କୁ ଆଣ୍ଠେଇବା ଅଭିଯୋଗ, ଦୋଷୀଙ୍କୁ ଦଣ୍ଡ ଦାବି #Mathili #Malkangiri #AnganwadiWorker #OdishaNews #MalkangiriNews #Anganwadi #WomenRights #JusticeForAnganwadiWorkers
Malkangiri, Malkangiri | Aug 31, 2026
ଜଙ୍ଘଲ ନିକଟରେ ଥିବା କେନାଲ ରେ କୁମ୍ଭୀର ଦେଖି ଜୟପୁର ଉପଖଣ୍ଡ, ଜୟନ୍ତୀଗିରି ପଂଚାୟତ ମାଲଦା ଗ୍ରାମରେ ଆତଙ୍କ ଭୟ | #koraputodisha #dmkoraput #KoraputNews #jeyporemuncipalty #borigumanews
Malkangiri, Malkangiri | Aug 31, 2026
ମାଲକାନଗିରି ଥାନା ଅଧୀନସ୍ଥ ଝାଟିଗୁଡ଼ା ଗ୍ରାମର ପଶ୍ଚିମ ପାର୍ଶ୍ୱ ଜଙ୍ଗଲ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। #Malkangiri
Malkangiri, Malkangiri | Aug 31, 2026
ଅତ୍ୟଧିକ ଲେସ୍ରେ ଟେଣ୍ଡରକୁ ବିରୋଧ ଏମ୍ଭି-୭୯ରେ ଠିକାଦାରଙ୍କ ମେଳି, ମାନକୁ ନେଇ ଉଠିଲା ସରକାରୀ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡରରେ ଅତ୍ୟଧିକ କମ୍ ଦର (ଲେସ୍) ଦାଖଲକୁ ନେଇ ଠିକାଦାର ମହଲରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ରବିବାର ଏମ୍ଭି-୭୯ଠାରେ ବିଭିନ୍ନ ଅଞ୍ଚଳର ଠିକାଦାରମାନେ ଏକାଠି ହୋଇ ଆଲୋଚନା କରିଥିଲେ। ଅତ୍ୟଧିକ କମ୍ ଦରରେ କାମ ନେଲେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ନିର୍ମାଣ କାମ ସମ୍ଭବ କି ନାହିଁ, ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।
Malkangiri, Malkangiri | Aug 31, 2026
ଲୁହା ବୋଝେଇ ଟ୍ରକ୍ ଅଟକିବାରୁ କୁମ୍ଭୀକଟା ନିକଟରେ ରାସ୍ତାରେ ଭିଡ଼, ଯାତାୟାତ ପ୍ରଭାବିତ ହୋଇଥିଲା
Malkangiri, Malkangiri | Aug 31, 2026
ପଟାଙ୍ଗି ସେରୁବନ୍ଦ ଖଣିର ଭୂମିଅଧିଗ୍ରହଣକୁ ବାତିଲ ଦାବିକରି ତହସିଲଦାରଙ୍କ ଦ୍ଵାରସ୍ଥ ହେଲେ ଅଞ୍ଚଳବାସୀ #Patangi #SerubandhMine #LandAcquisition #CancelLandAcquisition #LocalPeople #TribalRights #OdishaNews #Koraput
Malkangiri, Malkangiri | Aug 31, 2026