କେନ୍ଦୁଝର ସଦର: ନାଳ ପାର ହେଉଥିବା ହାତୀ ଛୁଆର ସୁରକ୍ଷା ପାଇଁ ପୂରା ହାତୀପଲଙ୍କ ସତର୍କତା, ଦେଖନ୍ତୁ ଭିଡିଓ
ନାଳ ପାର ହେବା ସମୟରେ ହାତୀ ଛୁଆର ସୁରକ୍ଷା ପାଇଁ ହାତୀପଲଙ୍କ ଏହି ନିଆରା ଉଦ୍ୟମ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବନ୍ୟଜନ୍ତୁଙ୍କ ଚଳପ୍ରଚଳ ସମୟରେ ସେମାନଙ୍କୁ ହଇରାଣ ନକରି ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ।