Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh
Haryana

ବଲାଙ୍ଗୀର: ଏବିଏସଏସ ରୋଡରେ ପବିତ୍ର କାର୍ତ୍ତିକ ଚତୁର୍ଦ୍ଦଶୀ ଅବସରରେ ନାମଯଜ୍ଞ ଓ ପ୍ରହରୀ ଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

Balangir, Balangir | Nov 4, 2025
ବଲାଙ୍ଗୀର ଏବିଏସଏସ ରୋଡ ଠାରେ ପବିତ୍ର କାର୍ତ୍ତିକ ଚତୁର୍ଦ୍ଦଶୀ ଅବସରରେ ଆୟୋଜିତ ନାମଯଜ୍ଞ ଓ ପହରୀରେ ଆସି ପୌରାଧ୍ୟକ୍ଷା ଲିକା ସାହୁ ଦର୍ଶନ କରି ଜନସାଧାରଣଙ୍କ ପାଇଁ ଆଶୀର୍ବାଦ ଓ ଶୁଭକାମନା ଜଣାଇଥିଲେ। ଏହି ପବିତ୍ର ମାସରେ ବଲାଙ୍ଗୀର ଅନେକ ପଡ଼ାରେ ଭକ୍ତିଭାବରେ ଅନୁଷ୍ଠିତ ହେଉଛି ପହରୀ ଓ ନାମଯଜ୍ଞ। ଲିକା ସାହୁ ଏହି ଅବସରରେ ପ୍ରଭୁଙ୍କ ଦର୍ଶନ କରି ସମସ୍ତ ବଲାଙ୍ଗୀରବାସୀ ଏବଂ ବିଶ୍ୱ ମଙ୍ଗଳ ପାଇଁ ପ୍ରାର୍ଥନା କଲେ। ତାଙ୍କ ସହ ବଲାଙ୍ଗୀର ପୌର ପରିଷଦ ସଭ୍ୟ ଓ ନାଗରିକମାନେ ମଧ୍ୟ ଯୋଗଦେଇ ଧାର୍ମିକ ପରିବେଶକୁ ଉତ୍ସବମୟ କରିଥିଲେ।ବୋଲି ଆଜି ରାତି ୮ଟା ସମୟରେ ପୌର ଧକ୍ଷା ସୂଚନା ଦେଇଛନ୍
ବଲାଙ୍ଗୀର: ଏବିଏସଏସ ରୋଡରେ ପବିତ୍ର କାର୍ତ୍ତିକ ଚତୁର୍ଦ୍ଦଶୀ ଅବସରରେ ନାମଯଜ୍ଞ ଓ ପ୍ରହରୀ ଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ - Balangir News