ତେଲକୋଇ: ଦୁଲ୍ଲଭପୁର ଗାଁରେ ଗୋଠଛଡ଼ା ଦନ୍ତା , ଭୟର ଆତଙ୍କ ମଧ୍ୟରେ ଅଞ୍ଚଳ
ଦୁଲ୍ଲଭପୁର ଗାଁରେ ଗୋଠଛଡ଼ା ଦନ୍ତା , ଭୟର ଆତଙ୍କ ମଧ୍ୟରେ ଅଞ୍ଚଳ । ତେଲକୋଇ ବନାଞ୍ଚଳ ଦୁଲ୍ଲଭପୁର ଗାଁରେ ହାତୀ ଆତଙ୍କ ,ପନିପରିବା ନଷ୍ଟ କରିବା ସହିତ ଭୟଙ୍କର ଗର୍ଜନରେ ଅଞ୍ଚଳ ପ୍ରକମ୍ପିତ ହେଉଛି । ବନ ବିଭାଗ ହାତୀକୁ କଡ଼ା ନଜର ରଖିଛି । ଆଜି ରାତ୍ରୀ ୧୧ଟା ୪୦ ମି. ସମୟର ସୂଚନା ।