ଝାରସୁଗୁଡା: ଶେଖର ବସ୍ରେ ବ୍ୟାଗ୍ ଅଦଳବଦଳ: ଫେରାଇବାକୁ ଅନୁରୋଧ କଲେ ଯାତ୍ରୀ
ଲଖନପୁରରୁ ସମ୍ବଲପୁର ଯାଉଥିବା ଶେଖର ବସ୍ରେ ଯାତ୍ରୀଙ୍କ ବ୍ୟାଗ୍ ଅଦଳବଦଳ ହୋଇଛି। ରଜନୀକାନ୍ତ ସାହୁଙ୍କ ବ୍ୟାଗ୍ ବଦଳି ଯାଇଥିବାରୁ ସେ ୭୮୯୪୬୧୮୯୭୦ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି। ସମ୍ପୃକ୍ତ ଯୁବତୀ ନିଜ ବ୍ୟାଗ୍ ବସ୍ କଣ୍ଡକ୍ଟରଙ୍କଠାରୁ ସଂଗ୍ରହ କରିପାରିବେ।