ଅନୁଗୋଳ ଜିଲ୍ଲା ତୁବେ ଗ୍ରାମ ପଞ୍ଚାୟତ, କୁଲେଇ ଗ୍ରାମର ସୁନୀଲ ରାଉତ ନିଜ ଗ୍ରାମରୁ ସାଇକେଲରେ ଦୀର୍ଘ ୧୫ ଦିନର ଯାତ୍ରା କରି ମୁମ୍ବାଇ ଯାଇ କ୍ରିକେଟର ରୋହିତ ଶର୍ମା ଙ୍କୁ ଭେଟିଛନ୍ତି ।
#BreakingNews #BREAKING #travel #bycycle #rohitsharma
#facebook #cricketer #highlight #angul #Odisha #india
Anugul, Angul | Aug 17, 2026