Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

ତଲସରା: ଯାଜପୁର ଗ୍ରାମ ରେ ବଣୁଆ ଦନ୍ତାହାତୀ ଭାଙ୍ଗିଲା ଦୁଇ ଘର

Talasara, Sundargarh | Jul 31, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ବ୍ଳକର ଦାଣ୍ଡଜମିରା ଗ୍ରାମ ପଞ୍ଚାୟତର ଯାଜପୁରରେ ବଣୁଆ ଦନ୍ତାହାତୀ ଉପଦ୍ରବ ଦେଖାଯାଇଛି। ଗ୍ରାମ ର ପ୍ରଫୁଲ୍ଲ କେରକେଟା ଓ ତୁଳସୀ ବଛୁର ଙ୍କର ଘର ବଣୁଆ ଦନ୍ତାହାତୀ ଭାଙ୍ଗିଥିବା ସୂଚନା ମିଳିଛି। ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ହାହା ଘଟଣା ସ୍ଥଳରେ ପହଞ୍ଚି ଏହି ବିଷୟରେ ବଡ଼ଗାଁ ବନ ବିଭାଗ କୁ ଅବଗତ କରାଇବା ସହ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତିି।