Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: ଜନଗଣନା କାର୍ଯ୍ଯକୁ ନେଇ ଏକ ତାଲିମ ଶିବିର ଆରଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ

Raurkela M, Sundargarh | Mar 13, 2026
ଜନଗଣନା କାର୍ଯ୍ଯକୁ ନେଇ ଏକ ତାଲିମ ଶିବିର ଶୁକ୍ରବାର ପୂର୍ବାହ୍ନରେ ଆରଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ପ୍ରଶିକ୍ଷକମାନେ ଉପସ୍ଥିତ ରହି ଜନଗଣନାର ବିଭିନ୍ନ ପ୍ରକ୍ରିୟା, କାର୍ଯ୍ୟ ଖସଡା ଓ ବିଭିନ୍ନ ସୂଚୀ ବାବଦରେ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ସହ କ୍ଷେତ୍ର ସ୍ତରରେ ସଠିକ୍ ତଥ୍ଯ ସଂଗ୍ରହ ଉପରେ ଗୁରୁତ୍ଵାରୋପ କରୁଛନ୍ତି।