Public App Logo
Jansamasya
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
No video available

ସମ୍ବଲପୁର ମ୍ୟୁନିସିପାଲଟି: ସମେଲେଶ୍ୱରୀ ମନ୍ଦିରରେସ୍ପ୍ରିଙ୍କଲର ବ୍ୟବସ୍ଥା, ଜିଲ୍ଲାପାଳଙ୍କ ଅଫିସ ରେପ୍ରତିକ୍ରିୟା ରଖିଲେ ସଞ୍ଜୟ ବାବୁ, ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି,

ସମେଲେଶ୍ୱରୀ ମନ୍ଦିରରେ ସ୍ପ୍ରିଙ୍କଲର ବ୍ୟବସ୍ଥା l ସମଲେଇ ମନ୍ଦିରରେ ଖରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା l ସ୍ପ୍ରିଙ୍କଲର ବ୍ୟବସ୍ଥା ଦ୍ବାରା ଭକ୍ତଙ୍କ ଉପରେ ପାଣି ସିଂଚନ ଆରମ୍ଭ ହୋଇଛି l ବ୍ୟାରିକେଟ୍ ବ୍ୟବସ୍ଥା ପରେ ଖରାରେ କିଛି ସମୟ ଭକ୍ତ ମାନଙ୍କୁ ଛିଡା ହେବା ପାଇଁ ପଡୁଥିବାବେଳେ ସ୍ପ୍ରିଙ୍କଲର ବ୍ୟବସ୍ଥାରେ ପାଣି ସିଂଚନ ଆରମ୍ଭ ହୋଇଛି l ପ୍ରତି 5 ମିନିଟରେ ଏହି ସ୍ପ୍ରିଙ୍କଲର ଚାଲିବ l

MORE NEWS