👉4 ବର୍ଷ ପରେ ପଦାକୁ ଆସିଲା ଷ୍ଟ୍ରିଟ ଲାଇଟ କେଳେଙ୍କାରୀ.. 👉କବିସୂର୍ଯ୍ୟନଗର ବ୍ଲକ ବାଲ୍ୟସରା ପଂଚାୟତ ରେ ହୋଇଥିଲା କେଳେଙ୍କାରୀ.. 👉20 ଟି ଲାଇଟ ଲଗାଇ 102 ର ଟଙ୍କା ହଡପ... 👉JE, PEO ଓ ଠିକାଦାର ଙ୍କୁ ବାନ୍ଧିଲା ଭିଜିଲାସନ୍ସ 👉ଗଞ୍ଜାମ ଜିଲାରେ ବିଭିନ୍ନ ବ୍ଲକ ରେ ଏଭଳି ଟଙ୍କା ହଡ଼ପ ଅଭିଯୋଗ ଆସିଛି #jmjnews #VigilanceRaid #kabisuryanagarblock