କର୍ତ୍ତବ୍ୟ ସାଙ୍ଗକୁ ମାନବିକତା.... ପ୍ରଖର ସ୍ରୋତରେ ଭାସିଯାଉଥିଲା କୁନି ବାଛୁରି, ଦେବଦୂତ ସାଜି ବଞ୍ଚାଇଲେ କନଷ୍ଟେବଲ ରମାନନ୍ଦ ମିଶ୍ର.... ଭାଇରାଲ୍ ହେଉଛି ଉଦ୍ଧାର ଦୃଶ୍ୟ... #OdishaPolice #Humanity #CycloneAkvan #KodalaPolice #BeguniapadaNews #BadaGudianali #GanjamNews #RescueOperation