ଆଜି କାକଟପୁର ପୋଲିସ ଦ୍ଵାରା ଜଣେ ସାବାଳିକା (ଭଣ୍ଡାଘର ଗ୍ରାମ ) ଓ ଜଣେ ସାବାଳକ (ଲତାହରଣ ଗ୍ରାମ) ୨ ଜଣଙ୍କୁ ଉଦ୍ଧାର କରାଯାଇଅଛି । ଉଭୟଙ୍କୁ ପାରାଦୀପ ଠାରୁ ଉଦ୍ଧାର କରାଯାଇ ଉଭୟଙ୍କ ପରିବାରକୁ ହସ୍ତାନ୍ତର କରାଯାଇଅଛି । ଉଭୟ ଗତ ୦୩.୧୦.୨୦୨୬ ତାରିଖ ଠାରୁ ନିଖୋଜ ଥିଲେ । ଏ ସଂକ୍ରାନ୍ତରେ କାକଟପୁର ଥାନରେ ଉଭୟଙ୍କ ପକ୍ଷର ନିଖୋଜ ମାମଲା ରୁଜ୍ଜୁ କରାଯାଇ ଥିଲା।
Konark, Puri | Oct 13, 2026