ପୁରୀ: ଓଁକାରେଶ୍ୱର ମନ୍ଦିର ନିକଟରେ କାର୍ ଧକ୍କାରେ ହରିଣର ମୃତ୍ୟୁ
Puri, Puri | Nov 15, 2026
ଓଁକାରେଶ୍ୱର ମନ୍ଦିର ନିକଟରେ ଏକ ଦ୍ରୁତଗାମୀ କାର୍ ଧକ୍କାରେ ହରିଣର ମୃତ୍ୟୁ ହୋଇଛି। ଆହତ ଅବସ୍ଥାରେ ହରିଣଟି ଦୀର୍ଘ ସମୟ ରାସ୍ତାକଡ଼ରେ ଛଟପଟ ହୋଇଥିଲା। ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ବନ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି।