#ବଳ_ଗୋଟାଉଛି_ବସ୍ତା_ବିଜେଡ଼ି ।
ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଟିପୋଲ ପ୍ରିନ୍ସ କଲ୍ୟାଣ ମଣ୍ଡପ ରେ ବିଜୁଜନତା ଦଳ ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବାଲିଆପାଳ ବିଜେଡି ସଭାପତି ଭଗବାନ ଗିରି ଙ୍କ ସଭାପତିତ୍ୱ ରେ ନିର୍ବାଚନ ମଣ୍ଡଳୀ ସଂଯୋଜକ ମହାଦେବ ଦାସ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବରିଷ୍ଠ ନେତା ଚିତ୍ତରଞ୍ଜନ ଦାସ,ପରମେଶ୍ୱର ବାରିକ ପ୍ରମୁଖ ଙ୍କ ଉପସ୍ଥିତି ରେ ଅଜୟ କୁମାର ଜେନା ତାଙ୍କ ସମର୍ଥକ ଙ୍କ ସହ ବିଜୁ ଜନତା ଦଳ ରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ।
#newsfeed #PoliticalNews #bjd #BASTA #balasore
#mahimatv
Basta, Balasore | Oct 12, 2026