Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
हत्या
भारत
बीजेपी
Uttar_pradesh
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
mahimatv
#ଜଙ୍ଗଲରୁ_ଯୁବତୀଙ୍କ_ଗଳିତ_ମୃତଦେହ_ଉଦ୍ଧାର_ଦୂଷ୍କର୍ମ_ପରେ__ହତ୍ୟା_ଅଭିଯୋଗ #mahimatv #jalasore #OdishaPolice #spbalasore
Basta, Balasore
| Oct 22, 2026
#ଜଙ୍ଗଲରୁ_ଯୁବତୀଙ୍କ_ଗଳିତ_ମୃତଦେହ_ଉଦ୍ଧାର_ଦୂଷ୍କର୍ମ_ପରେ__ହତ୍ୟା_ଅଭିଯୋଗ
#mahimatv
#jalasore
#odishapolice
#spbalasore
MORE NEWS
ଦୁଷ୍କର୍ମ ପରେ ହତ୍ୟା ଘଟଣା ରେ ସତ ବଖାଣିଲେ ସନାବାଳିକା ର ସମ୍ପର୍କୀୟ ।
Basta, Balasore | Oct 22, 2026
ଇଶ୍ୱବତୀ ପଡ଼ିଆ ରାବଣ ପୋଡି କମିଟି ର ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଇଶ୍ୱବତୀ ପଡ଼ିଆରୁ ଦେଖନ୍ତୁ ରାବଣ ପୋଡି । Mahima TV
Basta, Balasore | Oct 21, 2026
ବସ୍ତା ଇଶ୍ୱବତୀ ପଡିଆରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ।
Basta, Balasore | Oct 21, 2026
ବସ୍ତା ଇଶ୍ୱବତୀ ଠାରେ ରାବଣ ପୋଡ଼ି ଉତ୍ସବ
Basta, Balasore | Oct 21, 2026
Basta, Balasore | Oct 21, 2026
#ବାପାଙ୍କ_ଏକାଦଶାହ_କ୍ରିୟାକୁ_ଆସୁଥିଲେ_CRPF_ଯବାନ_ରାସ୍ତାରୁ #ନିଖୋଜ । #ରେଳ_ଟ୍ରାକ୍ରୁ_ମିଳିଲା_ମୋବାଇଲ୍ #CRPFJawan #PadmalochanPatra #MissingPerson #Balasore #Singla #OdishaNews #mahimatv #BreakingNews #MissingCRPFSoldier #OdishaPolice #IndianArmy #LatestNews
Basta, Balasore | Oct 21, 2026
#ଡାକ୍ତରୀ_ଛାତ୍ରଙ୍କୁ_ଦୁର୍ଗାପୂଜା_କମିଟି_ପକ୍ଷରୁ_ସମ୍ବର୍ଦ୍ଧନା । ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ଡାକ୍ତରୀ ପାଠ ପଢ଼ୁଥିବା ତିନି ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାଇତପଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋରା ପଞ୍ଚାୟତର ବାଇତପଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଟ୍ ପରୀକ୍ଷାରେ ସଫଳତା ପାଇ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଦିବେନ୍ଦୁ ବିକାଶ ମାହାନା, ଶୁଭ୍ରଜିତ୍ ମୁଖୀ ଓ ଶାୟାନା ମୁଖୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କମିଟିର ସଭାପତି ଗୌତମ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ବସ୍ତା ବ୍ଲକ ସଭାପତି ମହାଦେବ ଦାସ, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି, ସ୍ଥାନୀୟ ସରପଞ୍ଚ ଦୁର୍ଗାରାଣୀ ଜେନା, ସମିତି ସଭ୍ୟ ଅନାଦି ଦାସ, ସମାଜସେବୀ ଡ. ପ୍ରବୀଣ କୁମାର ଦାସମହାପାତ୍ର ଓ ଜଗନ୍ନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ କମିଟିର ସମସ୍ତ କର୍ମକର୍ତ୍ତା, ଶୁଭେଚ୍ଛୁ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିଥିବା ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ଏବଂ ସମାଜରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ଦିଗରେ କମିଟିର ଏହି ମହତ୍ ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି । #durgapuja #pujovibes Mahima TV
Basta, Balasore | Oct 19, 2026
ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବସ୍ତାଏନେଏସି ର ବିଜୁ ଜନତା ଦଳର ସଭାପତି କାମଳାକାନ୍ତ ବେହେରା। #basta #balasore #mahimatv #BASTA Kamalakanta Behera
Basta, Balasore | Oct 19, 2026