Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

#ଘରକାନ୍ଥ_ପଡ଼ି_ଦୁଇ_ମୃତ_ଜଣେ_ଗୁରୁତର । 🔴ରାତିରେ ଶୋଇଥିବା ଅବସ୍ଥାରେ ମାଟି କାନ୍ଥ ପଡି ଆଇ ଓ ନାତିର ମୃତ୍ୟୁ, ନାତୁଣୀ ଗୁରୁତର । 🔴ମୃତକ ଆଇ ହେଲେ ରାଧିକା ଜେନା ଓ ନାତି ଜ୍ୟୋତି ପ୍ରକାଶ ସ୍ୱାଇଁ ଏବଂ ଗୁରୁତର ନାତୁଣୀ ହେଲେ ସ୍ମୃତି ରେଖା ସ୍ୱାଇଁ, ଗୁରୁତର ନାତୁଣୀ ଡାକ୍ତରଖାନାରେ ଭର୍ତି । 🔴ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନେତୁଆ ପଂଚାୟତ କପାସୁଦା ଗ୍ରାମରେ । 🔴ଦିର୍ଘଦିନ ଧରି ପାଣି ଘେରରେ ରହିଥିଲା ଘରଟି #rain #flooding #heavyrain #OdiaNews #balasore #Jaleswar Mahima TV Naveen Patnaik Ajit Kumar Sahoo Journalist

Basta, Balasore | Aug 17, 2026

MORE NEWS