ସୁକିନ୍ଦା: କୋରେଇରେ 1,178 ଜଣ ନୂତନ ହିତାଧିକାରୀଙ୍କୁ ମିଳିଲା ମଧୁବାବୁ ପେନ୍ସନ୍
Sukinda, Jajpur | Nov 16, 2026 କୋରେଇ ନିର୍ବାଚନ ମଣ୍ଡଳୀର ଜୋନ୍ ନଂ-୩ ଅନ୍ତର୍ଗତ ୯ଟି ଗ୍ରାମପଞ୍ଚାୟତର ୧,୧୭୮ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇ ଭତ୍ତା ପ୍ରଦାନ କରାଯାଇଛି। ପାଣିକୋଇଲି ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।