Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଖାନା ଖାଜାନା ରେଷ୍ଟୁରେଣ୍ଟରେ ଯୁବକଙ୍କ ମୃତ୍ୟୁ, ପ୍ରତିକ୍ରିୟା ରଖିଲେ ଅସଂଗଠିତ ନିର୍ମାଣ ଶ୍ରମିକ ସଂଘ ସଂପାଦକ

Raurkela M, Sundargarh | Mar 14, 2026
ରାଉରକେଲା ଖାନା ଖାଜାନା ରେଷ୍ଟୁରେଣ୍ଟରେ ଗତକାଲି ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ମାଲିକ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶ୍ରମିକ ନେତା । ଦୀର୍ଘ ବର୍ଷ ଧରି ରେଷ୍ଟୁରେଣ୍ଟ ରେ କାମ କରୁଥିଲେ ଯୁବକ । ଗତକାଲି ଘଟିଛି ମୃତ୍ୟୁ।ଶନିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅସଂଗଠିତ ଶ୍ରମିକ ସଂଘର ସାଧାରଣ ସମ୍ପାଦକ।