ମୁଁ ବି ଜୀଵନ ବଞ୍ଚେଇ ପାରେ । ସାହାଯ୍ୟ କରିବାର ମନବଳ ଆଗେ ହାର ମାନେ ବୟସ । ମହିଳାଙ୍କୁ ମୃତ୍ୟୁ ମୁଖରୁ ଛଡେଇ ଆଣି ନିଜ ଜିବନ ଦେଲେ 80 ବର୍ଷର ସମ୍ବାରୁ । ସୁଚନା ମୁତାବକ ଜଦୁଗୁଡା ଗ୍ରାମର ଯୋଗିନୀ ପଡିଆମି ନାମକ ଜଣେ ମହିଳା ଏକ ବାଉଁଶ ବାଡ଼ି ସାହାଯ୍ୟରେ ଟୋଲା ତୋଲୁଥିବା ବେଳେ ସେହି ଗଛ ଉପର ଦେଇ ଯାଇଥିବା 11 କେଭି ତାରରେ ଲାଗି ଛଟ ପଟ ହେଉଥିଲେ । ଏହି ସମୟରେ ସେହି ନିକଟରେ ଥିବା ସମ୍ୱାରୁ ମାଡ଼କାମୀ ସେହି ମହିଳା ଜଣଙ୍କୁ ରକ୍ଷା କରିଥିଲେ ଓ ଏହାପରେ ସମ୍ବାରୁ ଯୋଗିନୀ ର ଜୀଵନ ବଞ୍ଚେଇ ନିଜେ ସେହି ବାଉଁଶ ରେ ଲାଗି ନିଜ ଜିବନ ହରେଇଲେ ।
Malkangiri, Malkangiri | Jun 16, 2026