ଧର୍ମଗଡରେ ହାଇଓ୍ବା ଧକ୍କାରେ ମହମ୍ମଦ ଇସମାଇଲ ନାମକ ଜଣେ ବ୍ୟାଗ୍ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଆଜି ଶନିବାର ଶବ ବ୍ୟବଚ୍ଛେଦ ହେବ।