Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ତେଲକୋଇ: ଦାନ୍ଦରଗୌଣି ଗାଁ ଅଞ୍ଚଳରେ ପଲୁଆ ହାତୀ ଉତ୍ପାତ, ଚାଷୀଙ୍କ ମଧ୍ୟରେ ଭୟର ଆତଙ୍କ

Telkoi, Kendujhar | Dec 9, 2025
ଦାନ୍ଦରଗୌଣି ଗାଁ ଅଞ୍ଚଳରେ ପଲୁଆ ହାତୀ ଉତ୍ପାତ, ଚାଷୀଙ୍କ ମଧ୍ୟରେ ଭୟର ଆତଙ୍କ ।ପନିପରିବା , ଆଳୁ ଫସଲ ନଷ୍ଟ କରୁଛନ୍ତି ପଲୁଆ ହାତୀ । ଗତ ସପ୍ତାହ ଧାନ ଫସଲ ଜଗି ଥିବାବେଳେ ଜଣେ ଯୁବକଙ୍କ ଦନ୍ତା ପାଦ ତଳେ ଜୀବନ ଯାଇଛି ,ତେଣୁ ଫସଲ ଜଗିବାରେ ଚାଷୀଙ୍କ ମଧ୍ୟରେ କୁକୁଆ ଭୟ । ହାତୀଙ୍କୁ କଡ଼ା ନଜର ରଖିଛି ତେଲକୋଇ ବନବିଭାଗ । ଆଜି ରାତ୍ରୀ ନଅଟା ସମୟରୁ ହାତୀଙ୍କ ଉତ୍ପାତ ଲାଗି ରହିଛି ।
ତେଲକୋଇ: ଦାନ୍ଦରଗୌଣି ଗାଁ ଅଞ୍ଚଳରେ ପଲୁଆ ହାତୀ ଉତ୍ପାତ, ଚାଷୀଙ୍କ ମଧ୍ୟରେ ଭୟର ଆତଙ୍କ - Telkoi News