ବାତ୍ୟା ପରବର୍ତୀ ସମୟରେ ଗଜପତି ଜିଲ୍ଲାରେ ପ୍ରବଳ କୁହୁଡ଼ି ଓ ଶୀତଲହରି ଜାରି ରହିଛି। ରାସ୍ତାରେ ଦୃଶ୍ୟମାନ ସ୍ତର କମିଥିବା ବେଳେ ସକାଳୁ ପ୍ରାତଃ ଭ୍ରମଣରେ ଆସୁଥିବା ଲୋକଙ୍କ ସମୟ ପରିବର୍ତ୍ତନ ହୋଇଛି।