ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର କେନ୍ଦୁପତ୍ର ଡିଏଫଓ କାର୍ଯ୍ୟାଳୟ ଠାରେ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଧାରଣା ,ଗୋକୁଲ ମେହେର ରଖିଲେ ନିଜ ପ୍ରତିକ୍ରିୟା
ସମ୍ବଲପୁର କେନ୍ଦୁପତ୍ର ଡିଏଫଓ କାର୍ଯ୍ୟାଳୟ ଠାରେ ଓଡ଼ିଶା ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ପୁରଣ ନେଇ ଧାରଣା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ ମହାନ୍ତିଙ୍କ ସମେତ ସାଂଗଠାନିକ ସମ୍ପାଦକ ସଞ୍ଜିତ ମହାନ୍ତି ଓ ସମ୍ବଲପୁର ଢିଭିଜନାଲ ସମ୍ପାଦକ ଗୋକୁଳ ମେହେରଙ୍କ ସମେତ ବହୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଏନେଇ ଗୋକୁଳ ମେହେର ନିଜ ପ୍ରତିକ୍ରିୟା ରଖିଥିଲେ।