Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking

ସମ୍ବଲପୁର ମ୍ୟୁନିସିପାଲଟି: ଶୀତଳ ଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ମହାନଗର ନିଗମ ଅଫିସରେ ସାକ୍ଷାତ, ଅମୂଲ୍ୟ ମିଶ୍ରଙ୍କ ପ୍ରତିକ୍ରିୟା

Sambalpur M, Sambalpur | Apr 21, 2025
ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ କମିଟିର ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରେ ଚଳିତ ବର୍ଷର ଯାତ୍ରା ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଶୀତଳଷଷ୍ଠୀ ଯାତ୍ରା ଅନୁଦାନ ବୃଦ୍ଧି ସହ ଯାତ୍ରା ଆୟୋଜନ ବିଭିନ୍ନ ଦିଗ ନେଇ ଆଲୋଚନା କରାଯାଇଥିଲା। ଏ‌ଆସ଼ହ ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ଆସିବାକୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ଏନେଇ ଶୀତଳଷଷ୍ଠୀ ମିଳିତ ଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ଅମୁଲ୍ୟ ମିଶ୍ର ନିଜ ପ୍ରତିକ୍ରିୟା ରଖିଥିଲେ।

MORE NEWS