ସମ୍ବଲପୁର ମ୍ୟୁନିସିପାଲଟି: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ସମ୍ବଲପୁର ଜିଲ୍ଲା କୁ ଏଲେ ୱାର୍ଣ୍ଣ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର l ମିଳିଥିବା ସୂଚନା ଅନୁଯାଇ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ଲାଗି ରହିଛି l ଆଜି ଦିନ 11ଟା ସୁଦ୍ଧା ଜିଲ୍ଲା ରେ 38 ଡିଗ୍ରୀ ତାପମାତ୍ରା ରହିଥିଲା l ସେପଟେ ଖରା ଯୋଗୁଁ ଜନଜୀବନ ଅସ୍ତ ବ୍ୟସ୍ତ ହେପଡିଛି l ସେପଟେ ଏ ନେଇ ଜିଲ୍ଲାକୁ ଏଲେ ୱାର୍ଣ୍ଣ ଜାରି କରାଯାଇଛି l