Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ତଲସରା: ମଦ ପିଇଲେ ୫ ହଜାର ଓ ବିକିଲେ ୨୦ ହଜାର ଫାଇନ ନିୟମ ଅବମାନନା କଲେ ଗାଁରୁ ବାସନ୍ଦ,ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

Talasara, Sundargarh | Jan 22, 2026
କଇଁତରା ଗ୍ରାମରେ ଜୋର ଧରିଲା ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ ; ମଦ ପିଇଲେ ୫ ହଜାର ଓ ମଦ ବିକିଲେ ୨୦ ହଜାର ; ନିୟମ ଅବମାନନା କଲେ ଗାଁରୁ ବାସନ୍ଦ ବାଲିଶଙ୍କରା ପୁଣି ଦେଖିବାକୁ ମିଳିଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ | ମଦ ପିଇଲେ ୫ ହଜାର ଓ ମଦ ବିକିଲେ ୨୦ ହଜାର ଜରିମାନା ସହ ଯିଏ ଏହାର ଅବମାନନା କରିବା ତାକୁ ଗାଁରୁ ବାସନ୍ଦ କରାଯିବ ଭଳି କଠୋର ନିଷ୍ପତ୍ତି ନେଇଛନ୍ତି ଗ୍ରାମର ୧୨ଟି ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା | କିଞ୍ଜିରକେଲା ଥାନା ଅନ୍ତର୍ଗତ କଇଁତରା ଗ୍ରାମରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ ମଦ ବିରୋଧୀ ଆନ୍ଦୋଳନ ଜୋର ଧରିଛି |