ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ କାର୍ଯ୍ୟାଳୟ ଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରଖିଲେ ନିଜ ପ୍ରତିକ୍ରିୟା
ଆଜି ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଉପସ୍ଥିତ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିଜ ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି ଯେ ବିଜେପିର ବର୍ତ୍ତମାନ ରାଜ୍ୟ ସରକାର ହେଉଛି ଲୋକଙ୍କ ସରକାର। ପ୍ରଥମ ଥର ପାଇଁଁ ସମ୍ବଲପୁର ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ହୋଇଛି। ଏବେ ସରକାର ସମୟରେ ପ୍ରଶାସନ ଲୋକଙ୍କ ପାଖକୁ ଯାଉଥିବା ନେଇ ମନ୍ତ୍ରୀ କହିଛନ୍ତି।