ସମ୍ବଲପୁର ମ୍ୟୁନିସିପାଲଟି: ଦୁର୍ଗାପାଲି ସ୍ଥିତ ମହାନଗର ନିଗମ ଅଫିସ ରେ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଏସପି
ଦୁର୍ଗାପାଲି ସ୍ଥିତ ମହାନଗର ନିଗମ ଅଫିସ ରେ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଏସପି ମିଳିଥିବା ସୂଚନା ଅନୁଯାଇ ଆଜି ଏହି ସ୍ଥାନ ରେ ମୁଖ୍ୟମନ୍ତ୍ରୀ ଙ୍କ ଜନ ଅଭିଯୋଗ ଶୁଣାନୀ କାର୍ଯ୍ୟକ୍ରମ ରହିଛି l ଏହି ଅବସର ରେ ମୁଖ୍ୟମନ୍ତ୍ରୀ ସହ 10 ଜଣ ମନ୍ତ୍ରୀ ଓ ସଚିବ ଯୋଗ ଦେବେ l ପ୍ରାୟ 10ଟି ଜିଲ୍ଲା ରୁ ଲୋକ ବିଭିନ୍ନ ଅଭିଯୋଗ ନେଇ ଆସିବେ ବୋଲି ଜଣାପଡିଛି l ଏ ନେଇ ଆଜି ସକାଳ 7ଟାରେ ଏସପି ମହାନଗର ନିଗମ ଅଫିସ ରେ ସୁରକ୍ଷା ଯାଞ୍ଚ କରିଛନ୍ତି l