ଦୁଷ୍କର୍ମରୁ ବଞ୍ଚାଇଦେଲା ବୁଲା କୁକୁର
ମଣିଷ ନୁହେଁ, ମହିଳାଙ୍କ ରକ୍ଷାକର୍ତ୍ତା ସାଜିଲେ ବୁଲା କୁକୁର! ତାମିଲନାଡୁର କୋଏମ୍ବାଟୁର ଥୁଡିୟାଲୁର ଅଞ୍ଚଳରେ ଜଣେ ମାନସିକ ଭାବେ ଅସୁସ୍ଥ ମହିଳାଙ୍କ ଅସହାୟତାର ଫାଇଦା ଉଠାଇବାକୁ ଉଦ୍ୟମ କରୁଥିଲେ ଜଣେ ଯୁବକ। ଠିକ୍ ସେତିକିବେଳେ କିଛି ବୁଲା କୁକୁର ଯୁବକଙ୍କୁ ଘେରି ଭୁକିବା ସହ ଘଉଡ଼ାଇ ମହିଳାଙ୍କୁ ରକ୍ଷା କରିଥିବା କୁହାଯାଉଛି। ଘଟଣାଟି ଏବେ ସମସ୍ତଙ୍କ ହୃଦୟ ଛୁଇଁଛି#damantv
Anugul, Angul | Sep 7, 2026