ଫେବୃଆରୀ ୨୦ ତାରିଖ ସନ୍ଧ୍ୟା ୯ଟାରେ ସେକ୍ଟର ୨ ସ୍ଥିତ ଗାୟତ୍ରୀ ପୀଠ ଠାରେ ପରାମପୁଜ୍ୟ ଗୁରୁଦେବ ଯୁଗ ଋଷି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟnk ସାଧନାର ଶହେ ବର୍ଷ ୨୦୨୬ରେ ପୁର୍ଣହେବା ଅବସରରେ ମନୁଷ୍ୟକୁ ସାଧନାମୟ ଜୀବନ ବଞ୍ଚିବାର ପ୍ରେରଣା ଦେଇ ଗାୟତ୍ରୀ ଶକ୍ତିପୀଠ ଠାରେ ଆୟୋଜିତ ହୋଇଛି ୨୪ କୁଣ୍ଡିୟ ମହାଯଂଜ୍ଞ, ସତ ଶକ୍ତିର ସଂଗଠନ ପାଇଁ ଦୁର୍ଗାଶକ୍ତିର ଜାଗରଣ ପାଇଁ, ହିମାଳୟର ଋଷିସତ୍ତାଙ୍କର ସୂକ୍ଷ୍ମ ସଂରକ୍ଷଣରେ ଯୁଗ ସମସ୍ୟାର ସମାଧାନ ପାଇଁ ଯୁଗ ଋଷି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କର ସାଧନା ଶତାବ୍ଦୀ, ବନ୍ଦନୀୟା ମାତାଜୀଙ୍କର ଜନ୍ମ ଶତାବ୍ଦୀର ସବିକ୍ଷଣରେ ଗାୟତ୍ରୀ