#Flipkart_କର୍ମଚାରୀଙ୍କୁ_ଛୁରା_ଦେଖାଇ_ଲୁଟ
ବୈପାରୀଗୁଡା ଫିଲ୍ପକାର୍ଡ କର୍ମଚାରୀଙ୍କୁ ଛୁରୀ ଦେଖାଇ ଟଙ୍କା ଲୁଟଲେ ଦୁବୃତ୍ତ ସିସିଟିଭି କଏଦ ହେଲା ଭିଡିଓ କୁନ୍ଦୁରା ରୋଡ଼ରେ ଥିବା ଫିଲ୍ପକାର୍ଡ ଅଫିସରେ ଗତ ରାତିରେ ଏଭଳି ଘଟଣା ଘଟିଛି l
#koraput #boypariguda #Flipkart #koraputmedia
Boriguma, Koraput | Aug 27, 2026