ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବଦ୍ୟାଳୟ,ହାତୀବାରି ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ବେହେରାଙ୍କ ତତ୍ତ୍ଵାବଧାନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥିଭାବେ ଡେପୁଟି ଡାଇରେକ୍ଟର ଫେକ୍ଟ୍ରିସ ଏଣ୍ଡ ବଏଲର୍ସ ଗୋଭେଣ୍ଟ ଅଫ ଓଡ଼ିଶାର ବିଭୁ ପ୍ରସାଦ,ମୁଖ୍ୟବକ୍ତାଭାବେ ସରକାରୀ ଉଚ୍ଚ ବିଦ୍ୟାଳ,ହାତୀବାରିର ପୂର୍ବତନ ପ୍ରଧାନ ଶିକ୍ଷକ ଚାମରା ସାହୁ ଯୋଗଦେଇଥିଲେ।ସମ୍ମାନିତ ଅତିଥିଭାବେ ନୂଆଗାଁ ବିଇଓ