Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆନନ୍ଦପୁର: ସଢା ଶନିଶ୍ଚର ମନ୍ଦିରରୁ ଚୋରୀ ଘଟଣା, ସାଇଣ୍ଟିଫିକ ଟିମ ସହଯୋଗରେ ସୋସୋ ପୋଲିସର ତଦନ୍ତ

Anandapur, Kendujhar | Dec 9, 2025
ଗତ ଶନିବାର ରାତିରେ ସଢା ଦରଡାସାହି ସ୍ଥିତ ଶନିଶ୍ଚର ମନ୍ଦିରରୁ କେହି ଦୁର୍ବୁତ୍ତ ମନ୍ଦିର ତାଲା ଭାଙ୍ଗି  ଶନିଶ୍ଚରଙ୍କ ମନ୍ଦିରରୁ  ରୁପା ମୁକୁଟ, ସୁନା ଅଳଙ୍କାର, ମନ୍ଦିର ପୂଜାରେ ବ୍ୟବହୃତ ପିତଳ ସାମଗ୍ରୀ ଆଦି ଲୁଟିନେବା ଘଟଣାରେ ସାଇଣ୍ଟିଫିକ ଟିମ ସହଯୋଗରେ ସୋସୋ ପୋଲିସ ତଦନ୍ତ କରୁଛି । ଆଜି ଦିନ ଗୋଟାଏ ବେଳେ କେନ୍ଦୁଝର ସାଇଣ୍ଟିଫିକ ଟିମ ଓ ସୋସୋ ଥାନା ପୁଲିସ ସଢାରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛନ୍ତି।

MORE NEWS

ଆନନ୍ଦପୁର: ସଢା ଶନିଶ୍ଚର ମନ୍ଦିରରୁ ଚୋରୀ ଘଟଣା, ସାଇଣ୍ଟିଫିକ ଟିମ ସହଯୋଗରେ ସୋସୋ ପୋଲିସର ତଦନ୍ତ - Anandapur News