Public App Logo
Jansamasya
News
���ुलिस
Bjp
National
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking

ଜଟଣୀ: ସ୍ଥାନୀୟ ଲବଣଗିରି ରଥଯାତ୍ରାରେ ଯୋଗଦେଇ ମନ୍ମଥ ରାଉତରାୟ ଓ ବିଶ୍ୱରଞ୍ଜନ ବଡ଼ଜେନା ରଖିଲେ ପ୍ରତିକ୍ରିୟା

Jatani, Khordha | Jun 27, 2025
ଜଟଣୀ ସ୍ଥିତ ଐତିହାସିକ ଲବଣଗିରି ପାହାଡ଼ ଠାରେ ରଥଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ବିଜେଡି ସମ୍ପାଦକ କ୍ୟାପଟେନ ମନ୍ମଥ ରାଉତରାୟ ଓ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି |