ଜଟଣୀ: ହାଟବଜାର ଗୋପୀନାଥପୁରରେ ବୋତଲ ଭିତରେ ଚତୁର୍ଦ୍ଧା ମୂର୍ତ୍ତି ସୂକ୍ଷ୍ମ କଳାକୃତି ପ୍ରଦର୍ଶନ କରି ପ୍ରତିକ୍ରିୟା ରଖିଲେ ଶିଳ୍ପୀ ଏଲ ଇଶ୍ୱର ରାଓ
Jatani, Khordha | Jun 26, 2025 ଜଟଣୀ ହାଟବଜାର ଗୋପୀନାଥପୁରରେ ବୋତଲ ଭିତରେ ଚତୁର୍ଦ୍ଧା ମୂର୍ତ୍ତି ସୂକ୍ଷ୍ମ କଳାକୃତି ପ୍ରଦର୍ଶନ କରି ଶିଳ୍ପୀ ଏଲ. ଇଶ୍ୱର ରାଓ ପ୍ରତିକ୍ରିୟା ରଖିଛନ୍ତି | ଶିଳ୍ପୀ ଏଲ. ଇଶ୍ୱର ରାଓ ଏହି କଳାକୃତିକୁ ସର୍ବସାଧାରଣଙ୍କ ଉଦେଶ୍ୟରେ ପ୍ରଦର୍ଶନ କରି ପ୍ରତିକ୍ରିୟା ରଖିଛନ୍ତି |