ଜଟଣୀ: ଓଡ଼ିଶା ଡ୍ରାଇଭର ମହାସଂଘର ଆଗାମୀ ଆନ୍ଦୋଳନ ନେଇ ଶ୍ରୀ ଜଗନ୍ନାଥ କଲୋନୀରେ ଜଟଣୀ ବସ୍ତି ବାସିନ୍ଦା ମହାସଂଘ ସଭାପତିଙ୍କ ପ୍ରତିକ୍ରିୟା
Jatani, Khordha | Jun 23, 2025 ଓଡିଶା ଡ୍ରାଇଭର ମହାସଂଘର ଆଗାମୀ ଆନ୍ଦୋଳନ ନେଇ ଜଟଣୀ ଶ୍ରୀ ଜଗନ୍ନାଥ କଲୋନୀରେ ଜଟଣୀ ବସ୍ତି ବାସିନ୍ଦା ମହାସଂଘ ସଭାପତି ଯୋଗେଶ ନାୟକ ରଖିଲେ ପ୍ରତିକ୍ରିୟା | ସେ ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ ଏହି ପ୍ରତିକ୍ରିୟା ରଖିଛନ୍ତି |