ଜଟଣୀ: ବାଛରା ପାହାଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ରଖିଲେ ପ୍ରତିକ୍ରିୟା
Jatani, Khordha | Jun 22, 2025 ଜଟଣୀ ବାଛରା ପାହାଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ଜଟଣୀର ପୂର୍ବତନ ବିଧାୟକ ସୁର ରାଉତରାୟ ରଖିଲେ ପ୍ରତିକ୍ରିୟା | ଏହି କାର୍ଯ୍ୟକ୍ରମ ଆଜି ଦିନ 1 ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା |