ଢେଙ୍କାନାଳ ଜିଲା ପିଙ୍ଗୁଆ ସର୍କଲସ୍ତରୀୟ ଅବସରପ୍ରାପ୍ତ ଶିକ୍ଷକ ସଂଗଠନ ତରଫରୁ ଗଡଖଙ୍କିରା ମା ତାରେଣୀ ମନ୍ଦିର ପରିସରରେ ଆଜି ତା ୨।୧୧।୨୫ ରିଖ ଥିବା ୧୦ ଘଣ୍ଟା ସମୟରେ ଢେଙ୍କାନାଳବରିଷ୍ଠ ନାଗରିକମଂଚର ଏକ ବୈଠକ ଓ ସଚେତନତାସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଢେଙ୍କାନାଳ ଜିଲା ବରିଷ୍ଠ ନାଗରିକମଂଚର ସଭାପତି ଶ୍ରୀଯୁକ୍ତ ଦୁର୍ଗାଚରଣ ମିଶ୍ର, ଅବସରପ୍ରାପ୍ତ ଭିଜିଲାନସ ଆରକ୍ଷୀ ଅକ୍ଷୟ କୁମାର ମିଶ୍ର, ଶ୍ରୀଯୁକ୍ତ ବିନାୟକ ଆଚାର୍ଯ୍ୟ,ରଞ୍ଜନ ପଟ୍ଟନାୟକ,ସାହିତ୍ୟିକ ବାହାଦୂର ପାଟ୍ଟସାହାଣୀ,ଭୁବନ ଅଂଚଳର ରଥସେଠୀ ଯୋଗଦାନ କରି ସାମାଜିକ ସ