କଟକରେ ମଦ ଚଢ଼ାଉ, ୨୨00 ଲିଟର ଦେଶୀ ମଦ ଜବତ
କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ ଖଣ୍ଡୁଆଳି ହାତୀ ତୋପ ମଠନlଳ ବାଉଁଶ ଟଙ୍ଗୋର, ସ୍ବରସ୍ବତୀପୁର ବଣିଆବନ୍ଧ ଓ କଂସର ସଂରକ୍ଷିତ ଜଙ୍ଗଲରେ ଆଠଗଡ଼ ଅବକାରୀବିଭାଗ ବାଙ୍କୀ ଅବକାରୀ୍ଥlନା, ନରସିଂହପୁର ଅବକାରୀ ବିଭାଗ, ଜିଲ୍ଲା ମୋବାଇଲ ୟୁନିଟ କଟକ ସଦର -1ଅବକାରୀ ଥାନା ଏବଂ ଖୁଣ୍ଟୁଣୀ ବନବିଭାଗ ସହିତ ଏକ ମିଳିତ ଚଢ଼ାଉ କରାଯାଇଥିଲା, ଉକ୍ତ ଚଢ଼ାଉରେ ସର୍ବମୋଟ ୨୨୨0 ଲିଟର ମଦ ପ୍ରସ୍ତୁତ ନିମନ୍ତେ ଵେବହୁତ ହେଉଥିବା ଗୁଡ଼ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ପାଞ୍ଚ ଗୋଟି ମାମଲା ରୁଜୁ କରାଯାଇଛି
#public #newsodiaodisha #dhenkanal #newsupdate #athagad