Public App Logo
ନବରଙ୍ଗପୁର ପୋଲିସ ଷ୍ଟେସନ: ନୂଆ ପୂଜାରୀଗୁଡା ରେ 8 ଏକର ଜମିରେ ଅମଳ ହେଇଥିବା ଧାନ ଗଦାରେ ଅଜଣା ଦୁର୍ବୁତ୍ତ ନିଆଁ ଲଗେଇଦେଲେ ବୋଲି ଅଭିଯୋଗ କଲେ ଚାଷୀ ପବିତ୍ର ହରିଜନ - Nabarangapur PS News