କଣିହାଁ: କଣିହାଁରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ
Kaniha, Angul | Nov 22, 2026 କଣିହାଁ ବ୍ଲକ ଏକଘରିଆ ଗ୍ରାମର ବିଜେପି କାର୍ଯ୍ୟକର୍ତ୍ତା ରଞ୍ଜନ ବେହେରାଙ୍କ ସମଲ ବ୍ରାହ୍ମଣୀ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମୃତକଙ୍କ ବାସଭବନକୁ ଯାଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।