ନିର୍ବାଚନ କମିସନଙ୍କୁ 48 ଘଣ୍ଟା ଅଲ୍ଟିମେଟମ୍
CJP (Cockroach Janta Party) ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ 48 ଘଣ୍ଟା ଭିତରେ ଇସ୍ତଫା ଦେବାକୁ ଅଲ୍ଟିମେଟମ୍ ଦେଇଛି। SIR ନାମରେ ଦେଶରେ 13 କୋଟିରୁ ଅଧିକ ଭୋଟରଙ୍କ ନାମ କଟାଯାଇଛି ବୋଲି ଅଭିଯୋଗ।
CJP କହିଛି ଯଦି ଇସ୍ତଫା ନ ଦିଅନ୍ତି ତେବେ ଦେଶବ୍ୟାପୀ ଆନ୍ଦୋଳନ ଓ ଦିଲ୍ଲୀ ଜନ୍ତର ମନ୍ତରରେ ବଡ଼ ଧାରଣା ହେବ।
କଂଗ୍ରେସ ମଧ୍ୟ CEC ଙ୍କୁ ଘେରିଛି। ରାହୁଲ ଗାନ୍ଧୀ ତୁରନ୍ତ ଇସ୍ତଫା ଦାବି କରିଛନ୍ତି।
Kaniha, Angul | Sep 26, 2026