Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket
Uttarakhand

ରାସଗୋବିନ୍ଦପୁର: ବଡାମପୁର ଜଙ୍ଗଲରେ ଡେରା ପକାଇଥିବା ୨୨ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ ବାହାରି ବ୍ୟାପକ ଫସଲନଷ୍ଟ କରୁଛନ୍ତି,ଲୋକଙ୍କୁ ସତର୍କ କରାଇଲା ବନବିଭାଗ

ମୋରଡା ନିର୍ବାଚନ ମଣ୍ଡଳୀ ରାସଗୋବିନ୍ଦପୁର ଥାନା ଅଧୀନ ବଡାମପୁର ଜଙ୍ଗଲରେ ଥିବା ୨୨ଟିକିଆ ହାତୀପଲ ଗୁରୁବାର ରାତି ସାଢେ ଦଶଟାରେ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହେବା ସହିତ ବ୍ୟାପକ ଫସଲ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି l ସୂଚନା ମୁତାବକ ୨୨ଟିକିଆ ବଣୁଆ ହାତୀପଲ ବଡାମପୁର ଜଙ୍ଗଲରେ ପ୍ରବେଶ କରିଥିବା ବେଳେ ଗୁରୁବାର ରାତି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଧାନକ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି l

MORE NEWS