Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ବଡସାହି: ଭାଲୁକଚୁଆ ଓ ସମାଇଡ଼ିହି ଗାଁ ଜଙ୍ଗଲରେ ଅବକାରୀବିଭାଗର ମିଳିତ ଚଢାଉ, ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ସମେତ ସରଞ୍ଜାମ ନଷ୍ଟ, ମାମଲା ରୁଜୁ

Barsahi, Mayurbhanj | Nov 29, 2025
ମୟୁରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଅପରାହ୍ନ ତିନିଟାରେ ବେତନଟୀ ଥାନା ଅଧୀନ ଭାଲୁକଚୁଆ ଏବଂ ସମାଇଡ଼ିହି ଗ୍ରାମ ସଂଲଗ୍ନ ଜଙ୍ଗଲରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ସଶସ୍ତ୍ର ପୁଲିସଫୋର୍ସ ସହାୟତାରେ ଚଢ଼ାଉକରି ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ ପୂର୍ବକ ନଷ୍ଟ କଲା ଅବକାରୀ ବିଭାଗ l

MORE NEWS