ବଡଚଣା: ରସୁଲପୁର ବ୍ଲକ ବାହାଦଲାପୁର ଗାଁର ସମାଜସେବୀ ବିଶ୍ୱଜିତଙ୍କ ଭାଇଙ୍କ ଦେହାନ୍ତପରିବାରକୁ ଭେଟି ସମବେଦନା ଜଣାଇଲେ ସାଂସଦ
ରସୁଲପୁର ବ୍ଲକ ବାହାଦଲାପୁର ଗାଁର ସମାଜସେବୀ ବିଶ୍ୱଜିତଙ୍କ ଭାଇଙ୍କ ଦେହାନ୍ତପରିବାରକୁ ଭେଟି ସମବେଦନା ଜଣାଇଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା l ଗତ କିଛିଦିନ ତଳେ ସମାଜସେବୀ ବିଶ୍ୱଜିତଙ୍କ ସନ ଭାଇ କୌଣସି ରୋଗରେ ପୀଡ଼ିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ l ଏହି ଖବର ପାଇ ଆଜି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ବିଶ୍ୱଜିତଙ୍କ ଵାସଭଵନରେ ପହଂଚି ପରିବାରକୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ l ସାଂସଦଙ୍କ ଏହି ଗସ୍ତ ସମୟରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ l