କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବାମ୍ଫିଡି ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି,ଏହି ଅବସରରେ ବାମ୍ଫିଡି ରଜ କମିଟି ପକ୍ଷରୁ ପ୍ରତ୍ୟେକ ଦିନ ଯୁବତୀ ଏବଂ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।
#rajamahotsav #bamfidi #ghasipura #anandapur #kendujhar
#Odisha #kendujharhalchal
Anandapur, Kendujhar | Jun 14, 2026