Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବାମ୍ଫିଡି ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି,ଏହି ଅବସରରେ ବାମ୍ଫିଡି ରଜ କମିଟି ପକ୍ଷରୁ ପ୍ରତ୍ୟେକ ଦିନ ଯୁବତୀ ଏବଂ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। #rajamahotsav #bamfidi #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 14, 2026

MORE NEWS

ଘସିପୁରା ଥାନା ଭୋଳନୂଆଗାଁ ପଥର ଖାଦାନ ରେ ବୁଡିଗଲା ପୁଅ ଏଯାବତ ହେଇପାରୁନି ଉଦ୍ଧାର,ଗତକାଲି ପ୍ରଥମ ରଜରେ ଘସିପୁରା ଥାନା ଖାଳିଆମେଣ୍ଟା ଗାଁର ଯୁବକ ନିହାର ରଞ୍ଜନ ବେହେରା ଓ ତାଙ୍କ ସାଙ୍ଗ ଶୁଭେନ୍ଦୁ ଦାସ ଗାଧୋଇବା ପାଇଁ ଯାଇଥିଲେ।
#khaliamenta #ghasipura #anandapur #kendujhar #Odisha 
#kendujharhalchal

ଘସିପୁରା ଥାନା ଭୋଳନୂଆଗାଁ ପଥର ଖାଦାନ ରେ ବୁଡିଗଲା ପୁଅ ଏଯାବତ ହେଇପାରୁନି ଉଦ୍ଧାର,ଗତକାଲି ପ୍ରଥମ ରଜରେ ଘସିପୁରା ଥାନା ଖାଳିଆମେଣ୍ଟା ଗାଁର ଯୁବକ ନିହାର ରଞ୍ଜନ ବେହେରା ଓ ତାଙ୍କ ସାଙ୍ଗ ଶୁଭେନ୍ଦୁ ଦାସ ଗାଧୋଇବା ପାଇଁ ଯାଇଥିଲେ। #khaliamenta #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 15, 2026

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବାମ୍ଫିଡି ଗାଁରେ ଜମୁଛି ପହିଲି ରଜର ମଉଜ,ଗାଁ ଠୁ ସହର ସବୁଠି ଭିନ୍ନ ଭିନ୍ନ ପିଠା ପଣାରେ ମହକୁଛି ଘର, ପିଠା ପଣା ଖାଇବା ପରେ ଦୋଳିରେ ଝୁଲିବେ କୁଆଁରୀ ମାନେ।
#rajamahotsav #bamfidi #ghasipura #anandapur #kendujhar 
#Odisha #kendujharhalchal

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବାମ୍ଫିଡି ଗାଁରେ ଜମୁଛି ପହିଲି ରଜର ମଉଜ,ଗାଁ ଠୁ ସହର ସବୁଠି ଭିନ୍ନ ଭିନ୍ନ ପିଠା ପଣାରେ ମହକୁଛି ଘର, ପିଠା ପଣା ଖାଇବା ପରେ ଦୋଳିରେ ଝୁଲିବେ କୁଆଁରୀ ମାନେ। #rajamahotsav #bamfidi #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 14, 2026

ବେଆଇନ ବାଲି ଟ୍ରାକ୍ଟର ଲୋଡିଂ କୁ ନେଇ ୨ ଟ୍ରାକ୍ଟର ଡ୍ରାଇଭର ଙ୍କ ମଧ୍ୟରେ ସଂଘର୍ଷ। ଉଭୟ ଆହତ ଅବସ୍ଥାରେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଘସିପୁରା ଥାନା ତରିମୂଳ ଗାଁରେ ସେଣ୍ଢେଇ ନଦୀରୁ ବେଆଇନ ବାଲି ଲୋଡିଂ ଘଟଣା କୁ କେନ୍ଦ୍ରକରି ୨ ଟ୍ରାକ୍ଟର ଡ୍ରାଇଭର ହାତାହାତି। ଗାଁର ମିଥୁନ ପାତ୍ର ନାମକ ଯୁବକ ନିଜ ପତ୍ନୀ କୁ ନେଇ ବାଇକ ରେ ଯାଉଥିବା ସମୟରେ ବାପୁନ ମଲ୍ଲିକ ସେମାନଙ୍କୁ ଅଚାନକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।
#tarimul #ghasipura #anandapur #kendujhar #Odisha 
#kendujharhalchal

ବେଆଇନ ବାଲି ଟ୍ରାକ୍ଟର ଲୋଡିଂ କୁ ନେଇ ୨ ଟ୍ରାକ୍ଟର ଡ୍ରାଇଭର ଙ୍କ ମଧ୍ୟରେ ସଂଘର୍ଷ। ଉଭୟ ଆହତ ଅବସ୍ଥାରେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଘସିପୁରା ଥାନା ତରିମୂଳ ଗାଁରେ ସେଣ୍ଢେଇ ନଦୀରୁ ବେଆଇନ ବାଲି ଲୋଡିଂ ଘଟଣା କୁ କେନ୍ଦ୍ରକରି ୨ ଟ୍ରାକ୍ଟର ଡ୍ରାଇଭର ହାତାହାତି। ଗାଁର ମିଥୁନ ପାତ୍ର ନାମକ ଯୁବକ ନିଜ ପତ୍ନୀ କୁ ନେଇ ବାଇକ ରେ ଯାଉଥିବା ସମୟରେ ବାପୁନ ମଲ୍ଲିକ ସେମାନଙ୍କୁ ଅଚାନକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। #tarimul #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 12, 2026