ବାଲେଶ୍ଵର: ଫକୀରମୋହନ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର ଅଭିଯୋଗ
Baleshwar, Balasore | Oct 17, 2026
ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ର ସଂସଦ ନିର୍ବାଚନରେ ସରକାରୀ କଳର ଅପବ୍ୟବହାର ଓ ବ୍ୟୟବହୁଳ ଖର୍ଚ୍ଚ ଅଭିଯୋଗ ଆଣିଲା ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ। ନିର୍ବାଚନକୁ ଅସିଦ୍ଧ ଘୋଷଣା ନକଲେ ଆଇନର ଆଶ୍ରୟ ନେବାକୁ ଚେତାବନୀ।