ସୁନ୍ଦରଗଡ ସହର: ଦର୍ଲିପାଲି ହୁଟୁପଡ଼ା ରାସ୍ତାରେ ଆଶ ଗାଡ଼ି ଜାମରେ ଫସିଲେ ସ୍କୁଲ ପିଲା, ସଧାରଣ ଯାତାୟାତ ବାଧାପ୍ରାପ୍ତ, ସଂଘ ଉପରେ ପ୍ରକାଶ କଲେ ଅସନ୍ତୋଷ
ଆଜି ଫେବୃଆରି 17 ତାରିଖ ପୂର୍ବାହ୍ନ 9ଟାରୁ ଦ୍ୱିପ୍ରହର 3 ଟା ପର୍ଯ୍ୟନ୍ତ ରହିଥିଲା ଏହି ଜାମ। ସାଧାରଣ ଯାତାୟାତ ବାଧା ପ୍ରାପ୍ତ ସାଙ୍ଗକୁ ସ୍କୁଲ ପିଲାଙ୍କ ସ୍କୁଲକୁ ସମୟ ନିର୍ଘଣ୍ଟରେ ପହଞ୍ଚି ନପାରିବାକୁ ନେଇ ସ୍ଥାନୀୟ ଲୋକେ ପ୍ରତିକ୍ରିୟାଶୀଳ ହେବା ସହ ସ୍ଥାନୀୟ ୟୁନାଇଟେଡ ଫ୍ଲାଏ ଆଶ ଟ୍ରକ ମାଲିକ ସଂଘ କୁ ଏଥି ପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ଏପରିକି ସ୍କୁଲକୁ ଆସିବା ସମୟ ଓ ସ୍କୁଲରୁ ଫେରିବା ସମୟରେ ଉକ୍ତ ରାସ୍ତାରେ ପାଉଁଶ ବୋଝେଇ ଗାଡ଼ି ଚଳା ଚଳ ବନ୍ଦ କରିବା ନେଇ ଦାବୀ ଜଣାଇ ଛନ୍ତି। କେବଳ ସେତିକି ନୁହେଁ ଏହି ଗାଡ଼ି ଚଳା ଚଳ ଉପରେ କଠୋର ନିୟନ୍ତ୍ରଣ ରଖିବାକୁ ଅନୁରୋଧ କରି